କୋଭିଡ ୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ ।

ଯାଜପୁର,(ପିପିଟି ନ୍ଯୁଜ୍)୦୨/୦୬ , ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୁମାରୀ ପଂଚାୟତ ପଣ୍ଡୁଆ ଅଞ୍ଚଳର ୭୨ ବର୍ଷର ଭଗବାନ କୁଣ୍ଡୁ ପାଞ୍ଚ ହଜାର ଟଙ୍କାର ଚେକ କୋଭିଡ ୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ମାଧ୍ୟମରେ ଦେଇଛନ୍ତି ।

Comments (0)
Add Comment