କରୋନ ପଜିଟିଭ ଚିହ୍ନଟ ପରେ କ୍ଲିନିକ୍ ସିଲ୍ ।

ଜଗତସିଂହପୁର,୨୨/୦୭(ପିପିଟି);ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସାମ୍ନାରେ ଥିବା ସନ୍ କ୍ଲିନିକରୁ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଏହାକୁ ଆଜି ସନ୍ଧ୍ୟାରେ ସିଲ୍ କରାଯାଇଛି ।

Comments (0)
Add Comment