କଟକ ,ତା-୨୦/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୯,୮୮୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୪୧,୬୫୭, ଚିକିତ୍ସିତ ସଂଖ୍ୟା ୩୭,୪୬୯, ମୃତ ସଂଖ୍ୟା ୭୦୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୪୯ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୬,୦୩୪, ସୁସ୍ଥ ସଂଖ୍ୟା ୧୨,୦୮୯,ଚିକିତ୍ସିତ ସଂଖ୍ୟା ୩,୮୮୨ ଏବଂ ମୃତ ସଂଖ୍ୟା ୫୯ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୩୩୦ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୪୯ ବୋଲି ଜଣାପଡିଛି ।