କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୨୨ ।

କଟକ ,ତା-୦୬/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪,୦୩୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୯୩,୭୭୪, ଚିକିତ୍ସିତ ସଂଖ୍ୟା ୨୯,୬୫୮, ମୃତ ସଂଖ୍ୟା ୫୪୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୨୨ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୩୬୫, ସୁସ୍ଥ ସଂଖ୍ୟା ୭,୨୩୮,ଚିକିତ୍ସିତ ସଂଖ୍ୟା ୩,୦୮୬ଏବଂ ମୃତ ସଂଖ୍ୟା ୩୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୮୧୦ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୨୨ ବୋଲି ଜଣାପଡିଛି ।

Comments (0)
Add Comment