ଓଡିଶା ଓ ଆନ୍ଧ୍ରପ୍ରଦେଶ ଗିରିଶୋଲା ଗେଟ୍ ନିକଟରେ ପ୍ରବାସୀ ଓଡିଆଙ୍କୁ ଖାଦ୍ୟ ବଣ୍ଟନ ।

ଚିକିଟି,(ପିପିଟି ନ୍ଯୁଜ୍)୨୪/୦୫,ଦେଶ ରାଜ୍ୟରେ କରୋନା ସଙ୍କଟ ଲାଗିଥିବା ବେଳେ ଏହି ସମୟରେ ଯୁବ ସମାଜସେବୀ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡିଶା-ଆନ୍ଧ୍ରପ୍ରଦେଶ  ଗିରିସୋଲା ଠାରେ ବିଭିନ୍ନ ରାଜ୍ୟରୁ ବସ ଯୋଗେ ଆସୁଥିବା ଲୋକଙ୍କ ମନରେ ଟିକେ ଖୁସି ଫୁଟାଇବାର ପ୍ରୟାସ ପୂର୍ବକ  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରନ୍ଧା ଖାଦ୍ୟ ବଣ୍ଟନ କରିବା ସହ ମାସ୍କର ବ୍ୟବସ୍ତା  କରିଛନ୍ତି ।ଏଥିରେ ଅଞ୍ଚଳର ସ୍ବେଛାସେବୀ ମାନେ ସହଯୋଗ କରିଥିଲେ । ଏହା ଆଗକୁମଧ୍ୟ ଚାଲିବ ବୋଲି ସୂଚନା ମିଳିଥିଲା ।
ରିପୋର୍ଟ – ସଂଗ୍ରାମ କେଶରୀ ନାୟକ ।

Comments (0)
Add Comment