ଆସ୍କା ବ୍ଲକ୍ ହରିଡାପଦର ପଞ୍ଚାୟତରେ ମାସ୍କ ଓ ନିର୍ମାଣ ଶ୍ରମିକଙ୍କୁ ଭତ୍ତା ବଣ୍ଟନ ।

ଆସ୍କା,(ପିପିଟି ନ୍ଯୁଜ୍)୧୦/୦୪- ଆସ୍କା ବ୍ଲକ୍ ଅନ୍ତର୍ଗତ ହରିଡାପଦର ପଞ୍ଚାୟତର ମଣ୍ଟାପଡା ଗ୍ରାମରେ ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ଉପସ୍ଥିତିରେ ସ୍ବାସ୍ଥ୍ୟ ସଚେତନ କାର୍ଯ୍ୟକ୍ରମ,ମାସ୍କ ବଣ୍ଟନ ଏବଂ ନିର୍ମାଣ ଶ୍ରମିକଙ୍କୁ ଭତ୍ତା ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଆସ୍କା ବିଡିଓ ପ୍ରଦୀପ କୁମାର ପଣ୍ଡା,ସରପଞ୍ଚ ସୁନୀତା ବିଶ୍ବାଳ,ପଞ୍ଚାୟତ ନିର୍ବାହୀ ଅଧିକାରୀ,ଏଏନଏମ,ସ୍ବାସ୍ଥ୍ୟ କର୍ମୀ ଓ ସାମାଜିକ କର୍ମୀ ପ୍ରଫୁଲ୍ଲ ବିଶ୍ବାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Comments (0)
Add Comment