କବିସୂର୍ଯ୍ଯ ନଗର,୨୭/୦୬(ପିପିଟି); କରୋନା ମହାମାରୀ ସମୟରେ ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳ ତରଫରୁ ସଚେତନତା କାର୍ଯ୍ୟକ୍ରମ ଚାଲିଛି। କବିସୂର୍ଯ୍ଯ ନଗର ବ୍ଲକ ଅନ୍ତର୍ଗତ ଆଠଗଡ ପାଟଣା ଠାରେ ଯୁବ ଗୋଷ୍ଠୀଙ୍କ ଦ୍ବାର ମାସ୍କ ବଣ୍ଟନ ଓ ସଚେତନ କାର୍ଯ୍ୟକ୍ରମ କରାଯାଇଛି। ଏହି ମାସ୍କ ବଣ୍ଟନ କାର୍ଯ୍ୟକ୍ରମରେ କୁନା ପାଇକରାୟ, ଜିତେନ୍ଦ୍ର ତରେଇ, ସୋନମ ଖାନ, ସୁରେନ୍ଦ୍ର ସେଠୀ,ବାବୁଲା ବାଡତ୍ଯା ,ପପୁ ଖାନ ପ୍ରମୁଖ ସାମିଲ ହୋଇ ଥିଲେ ।
(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )