ଆଜି ପୁଣି ସମାନ ପରିସ୍ଥିତି ଖୋଲା ରେ ବୁଲୁଛନ୍ତି କ୍ବାରେଣ୍ଟାଇନ ସେଣ୍ଟର ଥିବା ଗୁଜୁରାଟ ଫେରନ୍ତା, ପ୍ରଶାସନିକ ଢ଼ିଲା ବ୍ୟବସ୍ଥା ଉପରେ ପ୍ରଶ୍ନ ।

ଶେରଗଡ଼,(ପିପିଟି) ୦୭/୦୫ :ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର  ଗ୍ରାମ ପଞ୍ଚାୟତ ଥିବା ହାଇସ୍କୁଲର ଏ ହୋଉଛି ଦୃଶ୍ୟ  କିଛି କ୍ବାରେଣ୍ଟାଇନ  ରେ ଥିବା ସୁରତ ଫେରନ୍ତା ବ୍ୟକ୍ତି ମାନେ ଅନାୟସ ରେ ବାହାରେ ବୁଲୁଛନ୍ତି ଯେଉଁଠି କୀ କମ୍ପାଉଣ୍ଡ ୱେଲ ନାହିଁ କି ବାଉଁଶ ବ୍ୟାରିକେଟ ନାହିଁ  ସାଧାରଣ ରେ ପ୍ରଶ୍ନ ହୋଉଛି ଯେ ସେଠି  କ୍ବାରେଣ୍ଟାଇନ ସେଣ୍ଟ ର ହେଲା କେମିତି ଏବଂ ଢ଼ିଲା ବ୍ୟବସ୍ଥା କିପରି ବୋଲି ପ୍ରଶ୍ନ ଉଠିଛି । ସୂଚନା ମୁତାବକ ଆଜି ସୁଦ୍ଧା  ଜିଲ୍ଲା ରେ ୨୮ ଟି କରୋନା ପଜିଟିଭ ସୁରତ ଫେରନ୍ତା ଚିହ୍ନଟ ହୋଇଥିଲା ବେଳେ  କ୍ବାରେଣ୍ଟାଇନ ଥିବା ବ୍ୟକ୍ତି ବାହାରେ ବୁଲିବାର ସାମ୍ନା କୁ ଆସିଛି, ଯଦି କିଏ ଖସିକି ପଳାଏ ..?ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ କିଛି ଅଘଟଣ ଘଟେ ପରିସ୍ଥିତି ନିୟନ୍ତ୍ରଣ ରହିବା ସମ୍ଭବପର ନୁହେଁ |
ରିପୋର୍ଟ – ଭିକୁ ନାୟକ ।

Comments (0)
Add Comment