ଆଇପିସି ଚର୍ଚ୍ଚ ପକ୍ଷରୁ ଶହେରୁ ଊର୍ଦ୍ଧ୍ବ ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

କୋରାପୁଟ,(ପିପିଟି ନ୍ୟୁଜ୍)୨୦/୦୫, କରୋନା ଯୋଗୁଁ  ଲକ୍ ଡାଉନ ହୋଇ ଥିବାରୁ ଗ୍ରାମାଞ୍ଚଳର ଲୋକମାନେ କାମଧନ୍ଦା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ  ହେଉଛନ୍ତି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ  ଚଣାବାଡ ଗ୍ରାମ ପଞ୍ଚାୟତ କିଟେସ ଗ୍ରାମର ଆଇପିସି ଚର୍ଚ୍ଚର ପ୍ରାଚୀନ ସହ ସମାଜସେବୀ ମୋହନ ବେନ୍ୟା,ମଳୟ ବେନ୍ୟା ଏବଂ ତାଙ୍କ ପରିବାର କିଟେସ ଗ୍ରାମ ଏବଂ ନିଜ ଅଞ୍ଚଳରେ ସହଯୋଗର ହାତ ବଢlଇଛନ୍ତି ଏକଶହ ରୁ ଉର୍ଦ୍ଧ ଲକମାନଙ୍କୁ ଶୁଖିଲା ଖାଦ୍ୟ, ମାସ୍କ, ପୋଷାକ ବଣ୍ଟନ କରି ଅଛନ୍ତି lଡାଲି, ଆଳୁ, ପିଆଜ, ତେଲ, ସାବୁନ ବଡି, ଏବଂ ବୃଦ୍ଧ ସ୍ତ୍ରୀଲକ ମାନଙ୍କୁ ଶାଢ଼ୀ ପୁରୁଷ ଲକ ମାନଙ୍କୁ ଲୁଙ୍ଗୀ ବଣ୍ଟନ କରିଛନ୍ତି । ଗ୍ରାମର ଭଦ୍ର ବ୍ୟକ୍ତି ପୂର୍ବତନ ସରପଞ୍ଚ ଶୁଦ୍ର ବେନ୍ୟା, ମଞ୍ଜିତ ବାଘ, ନାରାୟଣ ଖୋସ୍ଲl, ରଜତ ବେନ୍ୟା ପ୍ରମୁଖ ଉପସ୍ଥିତ ଥିଲେ । 
ରିପୋର୍ଟ – ତପନ ହିଆଲ ।

Comments (0)
Add Comment