ଅନାଥ ଶିଶୁ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ।

ପୋଲସରା,୧୦/୦୮(ପିପିଟି); ପୋଲସରା ପଞ୍ଚାୟତ ସମିତି ସଭା ଗୃହ ଠାରେ ଅରୁଣା ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ କୋଭିଡ ରେ ବାପା ମା କୁ ହରାଇଥିବା ଅନାଥ ଶିଶୁ ମାନଙ୍କୁ ରାସନ ବାସ୍କେଟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଅନାଥ ଶିଶୁ ମାନଙ୍କୁ ପାଞ୍ଚ ମାସର ରାସନ ବାସ୍କେଟ କୀଟ ପ୍ରଦାନ କରିଛନ୍ତି।ପୋଲସରା ବ୍ଲକ ଅଧ୍ୟକ୍ଷ,ବିଡିଓ, ସିଡିପିଓ ଏବଂ ଅରୁଣାର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Comments (0)
Add Comment