ଅଧାପୋଡା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର।

ବୋଲଗଡ,୩୦/୦୭(ପିପିଟି); ଖୋର୍ଦ୍ଧା ଗୋଶାଳା ପଡ଼ିଆ ହେଲିପ୍ୟାଡ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଅଧା ପୋଡ଼ା ଅବସ୍ଥାରେ ଏକ ଯୁବତୀର ମୃତ ଦେହ ପଡ଼ିଛି ।ଯାହାର ବୟସ ଆନୁମାନିକ ୨୨ ରୁ ୨୫ ବର୍ଷ ହେବ।ଖବର ପାଇ ଖୋର୍ଦ୍ଧା ଥାନା ଅଧିକାରୀ ଏବଂ ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି।ମୃତକ ଯୁବତୀ ଜଣଙ୍କ ପରିଚୟ ମିଳିପାରିନାହିଁ।

ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।

Comments (0)
Add Comment