ଅଙ୍ଗନୱାଡି ତରଫରୁ ମାସ୍କ ବଣ୍ଟନ ।

କଳାହାଣ୍ଡି,୨୮/୦୭(ପିପିଟି); ଅଙ୍ଗନଓ୍ବାଡି ତରଫରୁ ମାକ୍ସ ବଣ୍ଟନ କାଯ୍ୟକ୍ରମ। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସରଗୁଲ ମାଳପଡା ଗ୍ରାମ ପଞ୍ଚାୟତର ବାଗବୁରାଇରେ କରୋନା ସଚେତନତା ପାଇଁ ମାସ୍କ ବଣ୍ଟନ କରାଯାଇଛି। କରୋନା ସଚେତନତା କରାଇବା ପାଇଁ ପ୍ରତେକ ଅଙ୍ଗନଓ୍ବାଡି ସେଣ୍ଟରକୁ ଦଶ ହଜାର ଟଙ୍କା ଆସିଥିବା ବେଳେ। ସେହି ଟଙ୍କା ଉଠାଣ କରି ମାକ୍ସ ଓ ସାବୁନ ବଣ୍ଟନ କରିଛନ୍ତି। ଅଙ୍ଗନଓ୍ବାଡି, ଆଶା କର୍ମୀ, ନାଏକ ସରପଞ୍ଚ ଓ କମିଟି ସଦସ୍ଯ ମାନେ ମିଶି ଘର ଘର ବୁଲି ମାସ୍କ ଓ ସାବୁନ ବଣ୍ଟନ କରିବା ସହ କିଭଳି ସଚେତନତା ରହିଲେ କରୋନାରୁ ଦୂରେଇ ରହିବା ବୋଲି କହିଛନ୍ତି । ରିପୋର୍ଟ – ବବୁଲୁ ସାହୁ ।

Comments (0)
Add Comment