ଅଙ୍ଗନୱାଡି କର୍ମୀ ମାନେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା କଲେ ।

ପୋଲସରା,(ପିପିଟି ନ୍ଯୁଜ୍)୩୦/୦୫,ପୋଲସରା ଏନ୍ଏସିର ସ୍ବୟଂ ସହାୟକ ଗୋଷ୍ଠୀ  ଓ ଅଙ୍ଗନୱାଡି କର୍ମୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୭୦,୦୦୦ ଟଙ୍କା ଆର୍ଥିକ ସହାୟତା ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି।ପୋଲସରା ବିଡିଓ ଶମ୍ଭୁ ନାଥ ନନ୍ଦି ଏବଂ ଏନ୍ଏସି ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ ମଧ୍ୟ ଉପସ୍ଥିତ ଥିଲେ ।

Comments (0)
Add Comment