ପୋଲସରା,୧୩/୧୨(ପିପିଟି):ପୋଲସରା ବ୍ଲକ ଅନ୍ତର୍ଗତ ଝିଟିକାବାଡି ଓ ସୋଡକ ଗ୍ରାମ ଠାରେ ଶତ ପ୍ରତିଶତ ଘରୋଇ ପାନୀୟ ଜଳ ଯୋଗାଣ ସଂଯୋଗି କରଣ ପ୍ରକଳ୍ପକୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସହୁ ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଲୋକମାନଙ୍କ ସମସ୍ୟା ବୁଝିଛନ୍ତି ଏବଂ ସୋଡକ ନୋଡାଲ ହାଇସ୍କୁଲ୍ ର ବାର୍ଷିକ କ୍ରୀଡ଼ା ଉତ୍ସବରେ ଯୋଗ ଦେଇ ଉଦଘାଟନ କରିଛନ୍ତି।