ରାୟଗଡା ,ତା-୨୭/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦,୯୮୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୬୨,୮୧୩, ଚିକିତ୍ସିତ ସଂଖ୍ୟା ୨୭,୬୭୨, ମୃତ ସଂଖ୍ୟା ୪୪୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୫୪ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩,୭୨୦, ସୁସ୍ଥ ସଂଖ୍ୟା ୨,୨୫୩,ଚିକିତ୍ସିତ ସଂଖ୍ୟା ୧,୪୪୬ ଏବଂ ମୃତ ସଂଖ୍ୟା ୨୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୩୮୪ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୫୪ ବୋଲି ଜଣାପଡିଛି ।