ରାୟଗଡା ,ତା-୨୩/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୨,୫୪୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୫୩,୨୧୩, ଚିକିତ୍ସିତ ସଂଖ୍ୟା ୩୮,୫୪୬, ମୃତ ସଂଖ୍ୟା ୭୩୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୧ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬,୯୯୮, ସୁସ୍ଥ ସଂଖ୍ୟା ୬,୨୩୪,ଚିକିତ୍ସିତ ସଂଖ୍ୟା ୭୨୯ ଏବଂ ମୃତ ସଂଖ୍ୟା ୩୫ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୩୭ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୧ ବୋଲି ଜଣାପଡିଛି ।