ରାୟଗଡା ,ତା-୨୧/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୪,୧୨୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୪୫,୬୭୫, ଚିକିତ୍ସିତ ସଂଖ୍ୟା ୩୭,୬୮୪, ମୃତ ସଂଖ୍ୟା ୭୧୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୩୪ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬,୯୧୮, ସୁସ୍ଥ ସଂଖ୍ୟା ୬,୧୧୪,ଚିକିତ୍ସିତ ସଂଖ୍ୟା ୭୬୯ ଏବଂ ମୃତ ସଂଖ୍ୟା ୩୫ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୪୨ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୩୪ ବୋଲି ଜଣାପଡିଛି ।