ରାୟଗଡା ,ତା-୧୨/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୬,୮୯୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୧୨,୦୬୨, ଚିକିତ୍ସିତ ସଂଖ୍ୟା ୩୪,୧୬୩, ମୃତ ସଂଖ୍ୟା ୬୧୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୫ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫,୯୮୮, ସୁସ୍ଥ ସଂଖ୍ୟା ୫,୧୩୫,ଚିକିତ୍ସିତ ସଂଖ୍ୟା ୮୨୦ ଏବଂ ମୃତ ସଂଖ୍ୟା ୩୩ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୭୭୭ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୫ ବୋଲି ଜଣାପଡିଛି ।