ରାୟଗଡା ,ତା-୧୧/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୩,୧୧୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୦୮,୦୦୧, ଚିକିତ୍ସିତ ସଂଖ୍ୟା ୩୪,୪୫୮, ମୃତ ସଂଖ୍ୟା ୬୦୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୦୫ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫,୯୧୩, ସୁସ୍ଥ ସଂଖ୍ୟା ୫,୦୯୦,ଚିକିତ୍ସିତ ସଂଖ୍ୟା ୭୯୧ ଏବଂ ମୃତ ସଂଖ୍ୟା ୩୨ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୯୯୬ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୫ ବୋଲି ଜଣାପଡିଛି ।