ରାୟଗଡା ,ତା-୧୦/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୧୨୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୦୫,୨୯୫, ଚିକିତ୍ସିତ ସଂଖ୍ୟା ୩୩,୧୮୨, ମୃତ ସଂଖ୍ୟା ୫୯୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୮ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫,୮୦୮, ସୁସ୍ଥ ସଂଖ୍ୟା ୪,୯୮୯,ଚିକିତ୍ସିତ ସଂଖ୍ୟା ୭୮୭ ଏବଂ ମୃତ ସଂଖ୍ୟା ୩୨ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୯୯୧ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୮ ବୋଲି ଜଣାପଡିଛି ।