ରାୟଗଡା ,ତା-୦୮/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୩୮୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୯୯,୩୯୮, ଚିକିତ୍ସିତ ସଂଖ୍ୟା ୩୧,୩୬୨, ମୃତ ସଂଖ୍ୟା ୫୬୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୦୬ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫,୬୬୮, ସୁସ୍ଥ ସଂଖ୍ୟା ୪,୯୨୧,ଚିକିତ୍ସିତ ସଂଖ୍ୟା ୭୧୬ ଏବଂ ମୃତ ସଂଖ୍ୟା ୩୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୪୯୦ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୦୬ ବୋଲି ଜଣାପଡିଛି ।