ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୨୮,୨୦୧, ମୃତ୍ୟୁ ସଂଖ୍ୟା ୧,୮୫୭ ।

0 1,379

ଭୁବନେଶ୍ବର,୨୬/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୩୪ । ବର୍ତ୍ତମାନ ସୁଦ୍ଧା ୬୭,୯୯,୯୫୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୮,୨୦୧ ଚିହ୍ନଟ ହୋଇଛନ୍ତି ୩,୨୩,୩୭୮ ଜଣ ସୁସ୍ଥ ହୋଇଥିବା ବେଳେ ୨,୯୧୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୫୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩୩୪ ଜଣଙ୍କ ମଧ୍ୟରୁ ୧୮୪ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୪୦ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.