ଭୁବନେଶ୍ବର ୦୧/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୪୩୭ । ପଜିଟିଭ ସଂଖ୍ୟା ୯,୭୮,୭୦୫ ଚିହ୍ନଟ ହୋଇଛନ୍ତି ୯,୫୬,୮୨୮ ଜଣ ସୁସ୍ଥ ହୋଇଥିବା ବେଳେ ୧୫,୮୫୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୯୬୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୦,୨୬୨ ସୁସ୍ଥ ସଂଖ୍ୟା ୧,୪୪,୫୪୩ ଚିକିତ୍ସିତ ସଂଖ୍ୟା ୪,୫୫୬, ମୃତ ସଂଖ୍ୟା ୧୧୫୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୬,୭୯୬ ସୁସ୍ଥ ସଂଖ୍ୟା ୮୪,୪୧୯ ଚିକିତ୍ସିତ ସଂଖ୍ୟା ୨,୦୨୬, ମୃତ ସଂଖ୍ୟା ୩୪୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୪୨୮ ସୁସ୍ଥ ସଂଖ୍ୟା ୩୨,୯୦୩ ଚିକିତ୍ସିତ ସଂଖ୍ୟା ୭୪, ମୃତ ସଂଖ୍ୟା ୪୪୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୭୬୭ ସୁସ୍ଥ ସଂଖ୍ୟା ୫୯,୮୬୪ ଚିକିତ୍ସିତ ସଂଖ୍ୟା ୩୭୨ ,ମୃତ ସଂଖ୍ୟା ୫୨୭, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୪୭୨ ସୁସ୍ଥ ସଂଖ୍ୟା ୧୧,୩୫୧ ଚିକିତ୍ସିତ ସଂଖ୍ୟା ୭୩ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।