ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୫୭୮।

0 1,304

ଭୁବନେଶ୍ବର ୩୧/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୫୭୮ । ପଜିଟିଭ ସଂଖ୍ୟା ୯,୭୭,୨୬୮ ଚିହ୍ନଟ ହୋଇଛନ୍ତି ୯,୫୪,୯୨୯ ଜଣ ସୁସ୍ଥ ହୋଇଥିବା ବେଳେ ୧୬,୩୮୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୯୦୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୪,୯୨୯ ସୁସ୍ଥ ସଂଖ୍ୟା ୧,୪୯,୮୫୩ ଚିକିତ୍ସିତ ସଂଖ୍ୟା ୪,୬୧୪, ମୃତ ସଂଖ୍ୟା ୧୧୪୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୬,୬୦୬ ସୁସ୍ଥ ସଂଖ୍ୟା ୮୪,୧୬୨ ଚିକିତ୍ସିତ ସଂଖ୍ୟା ୨,୧୦୧, ମୃତ ସଂଖ୍ୟା ୩୩୯, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୪୧୮ ସୁସ୍ଥ ସଂଖ୍ୟା ୩୨,୮୯୪ ଚିକିତ୍ସିତ ସଂଖ୍ୟା ୭୪, ମୃତ ସଂଖ୍ୟା ୪୪୨, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୭୩୮ ସୁସ୍ଥ ସଂଖ୍ୟା ୫୯,୮୧୯ ଚିକିତ୍ସିତ ସଂଖ୍ୟା ୩୯୫ ,ମୃତ ସଂଖ୍ୟା ୫୨୦, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୪୬୫ ସୁସ୍ଥ ସଂଖ୍ୟା ୧୧,୩୩୪ ଚିକିତ୍ସିତ ସଂଖ୍ୟା ୮୩ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.