ଭୁବନେଶ୍ବର ୨୬/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୬୩୭ । ପଜିଟିଭ ସଂଖ୍ୟା ୯,୬୯,୧୮୫ ଚିହ୍ନଟ ହୋଇଛନ୍ତି ୯,୪୫,୧୭୭ ଜଣ ସୁସ୍ଥ ହୋଇଥିବା ବେଳେ ୧୮,୩୮୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୫୭୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୭,୫୭୮ ସୁସ୍ଥ ସଂଖ୍ୟା ୧,୪୧,୯୨୧ ଚିକିତ୍ସିତ ସଂଖ୍ୟା ୪,୫୪୮, ମୃତ ସଂଖ୍ୟା ୧୦୯୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୫,୫୨୪ ସୁସ୍ଥ ସଂଖ୍ୟା ୮୨,୭୬୩ ଚିକିତ୍ସିତ ସଂଖ୍ୟା ୨,୪୪୨, ମୃତ ସଂଖ୍ୟା ୩୧୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୩୮୪ ସୁସ୍ଥ ସଂଖ୍ୟା ୩୨,୮୫୪ ଚିକିତ୍ସିତ ସଂଖ୍ୟା ୯୪, ମୃତ ସଂଖ୍ୟା ୪୨୮, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୫୮୬ ସୁସ୍ଥ ସଂଖ୍ୟା ୫୯,୬୭୪ ଚିକିତ୍ସିତ ସଂଖ୍ୟା ୪୨୯ ,ମୃତ ସଂଖ୍ୟା ୪୭୯, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୪୩୬ ସୁସ୍ଥ ସଂଖ୍ୟା ୧୧,୨୨୧ ଚିକିତ୍ସିତ ସଂଖ୍ୟା ୧୬୮ ,ମୃତ ସଂଖ୍ୟା ୪୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।