ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୦୮୫ ।

0 26

ଭୁବନେଶ୍ବର ୨୦/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୦୮୫ । ପଜିଟିଭ ସଂଖ୍ୟା ୯,୫୮,୦୫୯ ଚିହ୍ନଟ ହୋଇଛନ୍ତି ୯,୩୨,୬୬୬ ଜଣ ସୁସ୍ଥ ହୋଇଥିବା ବେଳେ ୨୦,୧୬୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୧୭୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୪,୭୪୬ ସୁସ୍ଥ ସଂଖ୍ୟା ୧,୩୯,୨୪୪ ଚିକିତ୍ସିତ ସଂଖ୍ୟା ୪,୫୫୭, ମୃତ ସଂଖ୍ୟା ୯୩୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୪,୦୨୭ ସୁସ୍ଥ ସଂଖ୍ୟା ୮୦,୯୭୧ ଚିକିତ୍ସିତ ସଂଖ୍ୟା ୨,୭୬୭, ମୃତ ସଂଖ୍ୟା ୩୧୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୩୨୪ ସୁସ୍ଥ ସଂଖ୍ୟା ୩୨,୮୦୧ ଚିକିତ୍ସିତ ସଂଖ୍ୟା ୯୩, ମୃତ ସଂଖ୍ୟା ୪୨୨, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୨୮୭ ସୁସ୍ଥ ସଂଖ୍ୟା ୫୯,୨୭୦ ଚିକିତ୍ସିତ ସଂଖ୍ୟା ୫୬୫ ,ମୃତ ସଂଖ୍ୟା ୪୪୮, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୩୪୨ ସୁସ୍ଥ ସଂଖ୍ୟା ୧୧,୦୫୭ ଚିକିତ୍ସିତ ସଂଖ୍ୟା ୨୪୦ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.