ଭୁବନେଶ୍ବର ୩୦/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୩୭୧ । ପଜିଟିଭ ସଂଖ୍ୟା ୯,୦୯,୮୦୦ ଚିହ୍ନଟ ହୋଇଛନ୍ତି ୮,୭୪,୩୦୭ ଜଣ ସୁସ୍ଥ ହୋଇଥିବା ବେଳେ ୩୧,୪୨୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୦୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୫,୫୫୯ ସୁସ୍ଥ ସଂଖ୍ୟା ୧,୨୯,୬୯୯ ଚିକିତ୍ସିତ ସଂଖ୍ୟା ୫,୨୦୩, ମୃତ ସଂଖ୍ୟା ୬୪୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୬,୬୫୨ ସୁସ୍ଥ ସଂଖ୍ୟା ୭୨,୨୪୭ ଚିକିତ୍ସିତ ସଂଖ୍ୟା ୪,୧୧୬, ମୃତ ସଂଖ୍ୟା ୨୮୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୦୪୬ ସୁସ୍ଥ ସଂଖ୍ୟା ୩୨,୫୬୩ ଚିକିତ୍ସିତ ସଂଖ୍ୟା ୧୩୮ , ମୃତ ସଂଖ୍ୟା ୩୩୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୯,୦୮୯ ସୁସ୍ଥ ସଂଖ୍ୟା ୫୮,୦୯୨ ଚିକିତ୍ସିତ ସଂଖ୍ୟା ୬୪୦ ,ମୃତ ସଂଖ୍ୟା ୩୫୩ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୫୫୦ ସୁସ୍ଥ ସଂଖ୍ୟା ୯,୮୯୫ ଚିକିତ୍ସିତ ସଂଖ୍ୟା ୬୧୨ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।