ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୯୧୨ ।

0 1,252

ଭୁବନେଶ୍ବର ୨୫/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୯୧୨ । ପଜିଟିଭ ସଂଖ୍ୟା ୮,୯୩,୫୦୮ ଚିହ୍ନଟ ହୋଇଛନ୍ତି ୮,୫୬,୪୯୮ ଜଣ ସୁସ୍ଥ ହୋଇଥିବା ବେଳେ ୩୩,୧୫୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୮୦୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୨,୯୯୧ ସୁସ୍ଥ ସଂଖ୍ୟା ୧,୨୭,୨୬୮ ଚିକିତ୍ସିତ ସଂଖ୍ୟା ୫,୧୦୭, ମୃତ ସଂଖ୍ୟା ୬୦୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୪,୨୯୮ ସୁସ୍ଥ ସଂଖ୍ୟା ୭୦,୩୭୦ ଚିକିତ୍ସିତ ସଂଖ୍ୟା ୩୬୬୨, ମୃତ ସଂଖ୍ୟା ୨୬୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୯୫୧ ସୁସ୍ଥ ସଂଖ୍ୟା ୩୨,୪୪୪ ଚିକିତ୍ସିତ ସଂଖ୍ୟା ୨୭୭ , ମୃତ ସଂଖ୍ୟା ୩୨୨, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୮,୭୭୪ ସୁସ୍ଥ ସଂଖ୍ୟା ୫୮,୮୪୫ ଚିକିତ୍ସିତ ସଂଖ୍ୟା ୭୯୬ ,ମୃତ ସଂଖ୍ୟା ୩୩୯ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୨୦୧ ସୁସ୍ଥ ସଂଖ୍ୟା ୯,୫୮୦ ଚିକିତ୍ସିତ ସଂଖ୍ୟା ୫୭୮ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.