ଭୁବନେଶ୍ବର ୦୨/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୪୩ ପଜିଟିଭ ସଂଖ୍ୟା ୧୨,୮୫,୩୪୯ ଚିହ୍ନଟ ହୋଇଛନ୍ତି ୧୨,୭୪,୦୪୮ଜଣ ସୁସ୍ଥ ହୋଇଥିବା ବେଳେ ୨,୧୬୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୦୮୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୫୨୯ ସୁସ୍ଥ ସଂଖ୍ୟା ୨,୪୨,୬୦୯ ଚିକିତ୍ସିତ ସଂଖ୍ୟା ୧୬୫ ମୃତ ସଂଖ୍ୟା ୧୭୪୫, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୪୬, ସୁସ୍ଥ ସଂଖ୍ୟା ୧,୧୨,୬୪୩ ଚିକିତ୍ସିତ ସଂଖ୍ୟା ୯୫, ମୃତ ସଂଖ୍ୟା ୯୦୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୧୭ ସୁସ୍ଥ ସଂଖ୍ୟା ୩୬,୦୩୩ ଚିକିତ୍ସିତ ସଂଖ୍ୟା ୬୬, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୫୫୪ ସୁସ୍ଥ ସଂଖ୍ୟା ୮୯,୬୯୯ ଚିକିତ୍ସିତ ସଂଖ୍ୟା ୧୮୭ ମୃତ ସଂଖ୍ୟା ୬୬୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।