ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୫୧।

0 1,223

ଭୁବନେଶ୍ବର ୨୭/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୫୧ ପଜିଟିଭ ସଂଖ୍ୟା ୧୨,୮୪,୮୬୭ ଚିହ୍ନଟ ହୋଇଛନ୍ତି ୧୨,୭୨,୯୨୨ ଜଣ ସୁସ୍ଥ ହୋଇଥିବା ବେଳେ ୨,୮୨୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୦୬୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୪୯୦ ସୁସ୍ଥ ସଂଖ୍ୟା ୨,୪୨,୪୭୪ ଚିକିତ୍ସିତ ସଂଖ୍ୟା ୨୭୦ ମୃତ ସଂଖ୍ୟା ୧୭୩୬, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୨୩, ସୁସ୍ଥ ସଂଖ୍ୟା ୧,୧୨,୫୬୯ ଚିକିତ୍ସିତ ସଂଖ୍ୟା ୧୪୮, ମୃତ ସଂଖ୍ୟା ୯୦୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୧୩ ସୁସ୍ଥ ସଂଖ୍ୟା ୩୬,୦୧୫ ଚିକିତ୍ସିତ ସଂଖ୍ୟା ୮୧, ମୃତ ସଂଖ୍ୟା ୫୦୯ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୫୨୪ ସୁସ୍ଥ ସଂଖ୍ୟା ୮୯,୫୬୩ ଚିକିତ୍ସିତ ସଂଖ୍ୟା ୨୯୫ ମୃତ ସଂଖ୍ୟା ୬୬୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.