ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୯୩।

0 1,348

ଭୁବନେଶ୍ବର ୨୬/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୯୩ ପଜିଟିଭ ସଂଖ୍ୟା ୧୨,୮୪,୬୧୬ ଚିହ୍ନଟ ହୋଇଛନ୍ତି ୧୨,୭୨,୪୨୮ ଜଣ ସୁସ୍ଥ ହୋଇଥିବା ବେଳେ ୩,୦୭୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୦୫୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୪୫୭ ସୁସ୍ଥ ସଂଖ୍ୟା ୨,୪୨,୩୮୨ ଚିକିତ୍ସିତ ସଂଖ୍ୟା ୩୩୦ ମୃତ ସଂଖ୍ୟା ୧୭୩୫, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୨୧, ସୁସ୍ଥ ସଂଖ୍ୟା ୧,୧୨,୫୪୩ ଚିକିତ୍ସିତ ସଂଖ୍ୟା ୧୭୨, ମୃତ ସଂଖ୍ୟା ୯୦୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୦୮ ସୁସ୍ଥ ସଂଖ୍ୟା ୩୬,୦୦୪ ଚିକିତ୍ସିତ ସଂଖ୍ୟା ୮୭, ମୃତ ସଂଖ୍ୟା ୫୦୯ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୫୧୩ ସୁସ୍ଥ ସଂଖ୍ୟା ୮୯,୪୭୨ ଚିକିତ୍ସିତ ସଂଖ୍ୟା ୩୭୫ ମୃତ ସଂଖ୍ୟା ୬୬୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.