ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୪୨।

0 1,159

ଭୁବନେଶ୍ବର ୨୩/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୪୨ ପଜିଟିଭ ସଂଖ୍ୟା ୧୨,୮୩,୬୩୯ ଚିହ୍ନଟ ହୋଇଛନ୍ତି ୧୨,୭୦,୨୨୧ ଜଣ ସୁସ୍ଥ ହୋଇଥିବା ବେଳେ ୪,୩୨୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୦୪୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୩୬୭ ସୁସ୍ଥ ସଂଖ୍ୟା ୨,୪୨,୦୩୭ ଚିକିତ୍ସିତ ସଂଖ୍ୟା ୫୮୫ ମୃତ ସଂଖ୍ୟା ୧୭୩୫, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୫୯୬ , ସୁସ୍ଥ ସଂଖ୍ୟା ୧,୧୨,୪୬୪ ଚିକିତ୍ସିତ ସଂଖ୍ୟା ୨୨୬, ମୃତ ସଂଖ୍ୟା ୯୦୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୫୫୭ ସୁସ୍ଥ ସଂଖ୍ୟା ୩୫,୯୬୧ ଚିକିତ୍ସିତ ସଂଖ୍ୟା ୭୯, ମୃତ ସଂଖ୍ୟା ୫୦୯ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୩୭୯ ସୁସ୍ଥ ସଂଖ୍ୟା ୮୯,୧୭୧ ଚିକିତ୍ସିତ ସଂଖ୍ୟା ୫୪୨ ମୃତ ସଂଖ୍ୟା ୬୬୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.