ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୯୨।

0 1,147

ଭୁବନେଶ୍ବର ୨୦/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୯୨ ପଜିଟିଭ ସଂଖ୍ୟା ୧୨,୮୨,୪୮୧ ଚିହ୍ନଟ ହୋଇଛନ୍ତି ୧୨,୬୭,୧୦୯ ଜଣ ସୁସ୍ଥ ହୋଇଥିବା ବେଳେ ୬,୩୦୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୦୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୨୩୬ ସୁସ୍ଥ ସଂଖ୍ୟା ୨,୪୧,୩୬୩ ଚିକିତ୍ସିତ ସଂଖ୍ୟା ୧,୧୩୨ ମୃତ ସଂଖ୍ୟା ୧୭୩୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୫୨୮ , ସୁସ୍ଥ ସଂଖ୍ୟା ୧,୧୨,୨୭୯ ଚିକିତ୍ସିତ ସଂଖ୍ୟା ୩୪୬ , ମୃତ ସଂଖ୍ୟା ୮୯୯, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୫୪୧ ସୁସ୍ଥ ସଂଖ୍ୟା ୩୫,୮୯୮ ଚିକିତ୍ସିତ ସଂଖ୍ୟା ୧୨୬, ମୃତ ସଂଖ୍ୟା ୫୦୯ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୨୨୮ ସୁସ୍ଥ ସଂଖ୍ୟା ୮୮,୯୫୦ ଚିକିତ୍ସିତ ସଂଖ୍ୟା ୬୨୬ ମୃତ ସଂଖ୍ୟା ୬୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.