ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୮୬।

0 1,151

ରାଜ୍ୟରେ ନୂତନ ସଂକ୍ରମିତ ସଂଭୁବନେଶ୍ବର ୧୭/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୮୬ ପଜିଟିଭ ସଂଖ୍ୟା ୧୨,୮୦,୭୮୪ ଚିହ୍ନଟ ହୋଇଛନ୍ତି ୧୨,୬୩,୧୦୬ ଜଣ ସୁସ୍ଥ ହୋଇଥିବା ବେଳେ ୮,୬୬୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮,୯୬୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୩,୯୯୫ ସୁସ୍ଥ ସଂଖ୍ୟା ୨,୪୦,୭୩୭ ଚିକିତ୍ସିତ ସଂଖ୍ୟା ୧,୫୨୪ ମୃତ ସଂଖ୍ୟା ୧୭୨୪, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୪୫୦ , ସୁସ୍ଥ ସଂଖ୍ୟା ୧,୧୧,୯୫୨ ଚିକିତ୍ସିତ ସଂଖ୍ୟା ୫୯୭ , ମୃତ ସଂଖ୍ୟା ୮୯୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୫୨୫ ସୁସ୍ଥ ସଂଖ୍ୟା ୩୫,୮୪୩ ଚିକିତ୍ସିତ ସଂଖ୍ୟା ୧୬୮, ମୃତ ସଂଖ୍ୟା ୫୦୬ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୯୦୬ ସୁସ୍ଥ ସଂଖ୍ୟା ୮୮,୫୯୧ ଚିକିତ୍ସିତ ସଂଖ୍ୟା ୬୭୮ ମୃତ ସଂଖ୍ୟା ୬୩୩ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.