ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୯୨୫।

0 1,136

ଭୁବନେଶ୍ବର ୧୫/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯୨୫ ପଜିଟିଭ ସଂଖ୍ୟା ୧୨,୭୯,୦୪୬ ଚିହ୍ନଟ ହୋଇଛନ୍ତି ୧୨,୫୯,୭୯୬ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୨୭୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮,୯୨୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୩,୭୯୬ ସୁସ୍ଥ ସଂଖ୍ୟା ୨,୪୦,୧୨୩ ଚିକିତ୍ସିତ ସଂଖ୍ୟା ୧,୯୫୧ ମୃତ ସଂଖ୍ୟା ୧୭୧୨, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୩୪୬ , ସୁସ୍ଥ ସଂଖ୍ୟା ୧,୧୧,୭୩୬ ଚିକିତ୍ସିତ ସଂଖ୍ୟା ୭୧୧ , ମୃତ ସଂଖ୍ୟା ୮୯୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୫୦୦ ସୁସ୍ଥ ସଂଖ୍ୟା ୩୫,୮୦୭ ଚିକିତ୍ସିତ ସଂଖ୍ୟା ୧୮୦, ମୃତ ସଂଖ୍ୟା ୫୦୫ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୭୩୮ ସୁସ୍ଥ ସଂଖ୍ୟା ୮୮,୩୦୩ ଚିକିତ୍ସିତ ସଂଖ୍ୟା ୭୯୮ ମୃତ ସଂଖ୍ୟା ୬୩୩ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.