ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୧୪୮।

0 1,180

ଭୁବନେଶ୍ବର ୧୩/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧,୧୪୮ ପଜିଟିଭ ସଂଖ୍ୟା ୧୨,୭୭,୨୬୨ ଚିହ୍ନଟ ହୋଇଛନ୍ତି ୧୨,୫୫,୯୯୫ ଜଣ ସୁସ୍ଥ ହୋଇଥିବା ବେଳେ ୧୨,୩୩୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮,୮୮୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୩,୫୩୨ ସୁସ୍ଥ ସଂଖ୍ୟା ୨,୩୯,୪୬୧ ଚିକିତ୍ସିତ ସଂଖ୍ୟା ୨,୩୫୫ ମୃତ ସଂଖ୍ୟା ୧୭୦୬, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୨୨୯ , ସୁସ୍ଥ ସଂଖ୍ୟା ୧,୧୧,୫୮୮ ଚିକିତ୍ସିତ ସଂଖ୍ୟା ୭୪୭ , ମୃତ ସଂଖ୍ୟା ୮୯୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୪୫୬ ସୁସ୍ଥ ସଂଖ୍ୟା ୩୫,୭୭୬ ଚିକିତ୍ସିତ ସଂଖ୍ୟା ୧୬୭, ମୃତ ସଂଖ୍ୟା ୫୦୫ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୫୮୮ ସୁସ୍ଥ ସଂଖ୍ୟା ୮୮,୦୪୯ ଚିକିତ୍ସିତ ସଂଖ୍ୟା ୯୦୨ ମୃତ ସଂଖ୍ୟା ୬୩୩ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.