ଭୁବନେଶ୍ବର ୧୧/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧,୫୭୨ ପଜିଟିଭ ସଂଖ୍ୟା ୧୨,୭୪,୫୭୫ ଚିହ୍ନଟ ହୋଇଛନ୍ତି ୧୨,୫୨,୪୩୧ ଜଣ ସୁସ୍ଥ ହୋଇଥିବା ବେଳେ ୧୪,୨୫୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮,୮୩୮ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୩,୧୫୬ ସୁସ୍ଥ ସଂଖ୍ୟା ୨,୩୮,୫୨୭ ଚିକିତ୍ସିତ ସଂଖ୍ୟା ୨,୯୨୨ ମୃତ ସଂଖ୍ୟା ୧୬୯୭, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୦୭୯ , ସୁସ୍ଥ ସଂଖ୍ୟା ୧,୧୧,୨୫୧ ଚିକିତ୍ସିତ ସଂଖ୍ୟା ୯୩୪ , ମୃତ ସଂଖ୍ୟା ୮୯୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୩୮୮ ସୁସ୍ଥ ସଂଖ୍ୟା ୩୫,୬୯୩ ଚିକିତ୍ସିତ ସଂଖ୍ୟା ୧୮୫, ମୃତ ସଂଖ୍ୟା ୫୦୨ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୩୩୭ ସୁସ୍ଥ ସଂଖ୍ୟା ୮୭,୬୨୯ ଚିକିତ୍ସିତ ସଂଖ୍ୟା ୧,୦୭୮ ମୃତ ସଂଖ୍ୟା ୬୨୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।