ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୭୧୨।

0 1,228

ଭୁବନେଶ୍ବର ୦୯/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧,୭୧୨ ପଜିଟିଭ ସଂଖ୍ୟା ୧୨,୭୧,୫୨୩ ଚିହ୍ନଟ ହୋଇଛନ୍ତି ୧୨,୪୫,୦୨୬ ଜଣ ସୁସ୍ଥ ହୋଇଥିବା ବେଳେ ୧୭,୬୪୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୭୯୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୨,୭୬୦ ସୁସ୍ଥ ସଂଖ୍ୟା ୨,୩୭,୧୪୮ ଚିକିତ୍ସିତ ସଂଖ୍ୟା ୩,୯୧୦ ମୃତ ସଂଖ୍ୟା ୧୬୯୨, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୨,୭୮୫, ସୁସ୍ଥ ସଂଖ୍ୟା ୧,୧୦,୭୮୬ ଚିକିତ୍ସିତ ସଂଖ୍ୟା ୧,୧୦୬ , ମୃତ ସଂଖ୍ୟା ୮୮୯, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୩୩୪ ସୁସ୍ଥ ସଂଖ୍ୟା ୩୫,୫୯୭ ଚିକିତ୍ସିତ ସଂଖ୍ୟା ୨୨୯, ମୃତ ସଂଖ୍ୟା ୫୦୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୦୮୫ ସୁସ୍ଥ ସଂଖ୍ୟା ୮୭,୦୦୩ ଚିକିତ୍ସିତ ସଂଖ୍ୟା ୧,୪୬୧ ମୃତ ସଂଖ୍ୟା ୬୧୭ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.