ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୬୦୩।

0 1,059

ଭୁବନେଶ୍ବର ୦୫/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨,୬୦୩ ପଜିଟିଭ ସଂଖ୍ୟା ୧୨,୬୪,୭୦୫ ଚିହ୍ନଟ ହୋଇଛନ୍ତି ୧୨,୨୮,୯୭୬ ଜଣ ସୁସ୍ଥ ହୋଇଥିବା ବେଳେ ୨୬,୯୬୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୭୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୧,୪୯୦ ସୁସ୍ଥ ସଂଖ୍ୟା ୨,୩୩,୨୪୩ ଚିକିତ୍ସିତ ସଂଖ୍ୟା ୬,୫୭୫ ମୃତ ସଂଖ୍ୟା ୧୬୬୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୨,୩୮୪, ସୁସ୍ଥ ସଂଖ୍ୟା ,୧,୦୯,୬୦୨ ଚିକିତ୍ସିତ ସଂଖ୍ୟା ୧,୮୯୪, ମୃତ ସଂଖ୍ୟା ୮୮୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୨୫୫ ସୁସ୍ଥ ସଂଖ୍ୟା ୩୫,୩୭୮ ଚିକିତ୍ସିତ ସଂଖ୍ୟା ୩୩୮ ମୃତ ସଂଖ୍ୟା ୪୯୮, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୮,୪୬୧ ସୁସ୍ଥ ସଂଖ୍ୟା ୮୫,୫୩୪ ଚିକିତ୍ସିତ ସଂଖ୍ୟା ୨,୩୦୯ ମୃତ ସଂଖ୍ୟା ୬୧୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.