ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୪୫୦।

0 1,154

ଭୁବନେଶ୍ବର ୦୨/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩,୪୫୦ ପଜିଟିଭ ସଂଖ୍ୟା ୧୨,୫୫,୭୭୬ ଚିହ୍ନଟ ହୋଇଛନ୍ତି ୧୨,୦୯,୩୧୩ ଜଣ ସୁସ୍ଥ ହୋଇଥିବା ବେଳେ ୩୭,୭୬୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୬୪୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୩୯,୮୧୭ ସୁସ୍ଥ ସଂଖ୍ୟା ୨,୨୭,୬୯୫ ଚିକିତ୍ସିତ ସଂଖ୍ୟା ୧୦,୪୬୭ ମୃତ ସଂଖ୍ୟା ୧୬୪୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୧,୭୧୦, ସୁସ୍ଥ ସଂଖ୍ୟା ,୧,୦୮,୨୫୪ ଚିକିତ୍ସିତ ସଂଖ୍ୟା ୨,୫୭୬, ମୃତ ସଂଖ୍ୟା ୮୭୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୧୦୮ ସୁସ୍ଥ ସଂଖ୍ୟା ୩୫,୧୬୭ ଚିକିତ୍ସିତ ସଂଖ୍ୟା ୪୫୩ ମୃତ ସଂଖ୍ୟା ୪୯୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୭,୬୨୦ ସୁସ୍ଥ ସଂଖ୍ୟା ୮୪,୪୦୮ ଚିକିତ୍ସିତ ସଂଖ୍ୟା ୨,୬୦୩ ମୃତ ସଂଖ୍ୟା ୬୦୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.