ଭୁବନେଶ୍ବର ୩୦/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪,୮୪୨ ପଜିଟିଭ ସଂଖ୍ୟା ୧୨,୪୫,୯୧୧ ଚିହ୍ନଟ ହୋଇଛନ୍ତି ୧୧,୮୪,୧୭୪ ଜଣ ସୁସ୍ଥ ହୋଇଥିବା ବେଳେ ୫୩,୦୯୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୫୯୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୩୭,୮୦୫ ସୁସ୍ଥ ସଂଖ୍ୟା ୨,୧୯,୨୨୭ ଚିକିତ୍ସିତ ସଂଖ୍ୟା ୧୬,୯୩୨ ମୃତ ସଂଖ୍ୟା ୧୬୩୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୦,୮୯୨, ସୁସ୍ଥ ସଂଖ୍ୟା ,୧,୦୬,୬୩୩ ଚିକିତ୍ସିତ ସଂଖ୍ୟା ୩,୩୮୪, ମୃତ ସଂଖ୍ୟା ୮୭୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୯୫୪ ସୁସ୍ଥ ସଂଖ୍ୟା ୩୫,୦୧୫ ଚିକିତ୍ସିତ ସଂଖ୍ୟା ୪୪୦ ମୃତ ସଂଖ୍ୟା ୪୯୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୬,୮୮୦ ସୁସ୍ଥ ସଂଖ୍ୟା ୮୨,୪୮୩ ଚିକିତ୍ସିତ ସଂଖ୍ୟା ୩,୭୮୬ ମୃତ ସଂଖ୍ୟା ୬୦୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।