ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୮୪୨।

0 1,183

ଭୁବନେଶ୍ବର ୨୯/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪,୮୪୨ ପଜିଟିଭ ସଂଖ୍ୟା ୧୨,୪୧,୦୬୮ ଚିହ୍ନଟ ହୋଇଛନ୍ତି ୧୧,୭୩,୯୦୭ ଜଣ ସୁସ୍ଥ ହୋଇଥିବା ବେଳେ ୫୮,୫୩୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୫୭୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୩୬,୭୮୨ ସୁସ୍ଥ ସଂଖ୍ୟା ୨,୧୫,୩୯୮ ଚିକିତ୍ସିତ ସଂଖ୍ୟା ୨୯,୭୪୩ ମୃତ ସଂଖ୍ୟା ୧୬୩୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୦,୫୧୩, ସୁସ୍ଥ ସଂଖ୍ୟା ,୧,୦୫,୮୬୭ ଚିକିତ୍ସିତ ସଂଖ୍ୟା ୩,୭୭୨, ମୃତ ସଂଖ୍ୟା ୮୭୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୮୮୭ ସୁସ୍ଥ ସଂଖ୍ୟା ୩୪,୯୫୩ ଚିକିତ୍ସିତ ସଂଖ୍ୟା ୪୩୮ ମୃତ ସଂଖ୍ୟା ୪୮୮, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୬,୧୪୫ ସୁସ୍ଥ ସଂଖ୍ୟା ୮୧,୫୫୧ ଚିକିତ୍ସିତ ସଂଖ୍ୟା ୩,୯୮୬ ମୃତ ସଂଖ୍ୟା ୬୦୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.