ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୪୧।

0 1,168

ଭୁବନେଶ୍ବର ୨୪/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୪୧ ପଜିଟିଭ ସଂଖ୍ୟା ୧୦,୫୩,୬୪୫ ଚିହ୍ନଟ ହୋଇଛନ୍ତି ୧୦,୪୩,୩୯୧ ଜଣ ସୁସ୍ଥ ହୋଇଥିବା ବେଳେ ୧,୭୫୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୫୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୧,୧୮୭ ସୁସ୍ଥ ସଂଖ୍ୟା ୧,୭୮,୭୪୧ ଚିକିତ୍ସିତ ସଂଖ୍ୟା ୮୪୧, ମୃତ ସଂଖ୍ୟା ୧୫୯୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୫୦୮, ସୁସ୍ଥ ସଂଖ୍ୟା ୯୪,୫୧୦ ଚିକିତ୍ସିତ ସଂଖ୍ୟା ୧୩୬, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୭୮ ସୁସ୍ଥ ସଂଖ୍ୟା ୩୩,୪୭୦ ଚିକିତ୍ସିତ ସଂଖ୍ୟା ୧୮ ମୃତ ସଂଖ୍ୟା ।୪୮୨, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୩୫୯ ସୁସ୍ଥ ସଂଖ୍ୟା ୬୧,୬୮୨ ଚିକିତ୍ସିତ ସଂଖ୍ୟା ୮୧, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.