ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୫୫।

0 1,214

ଭୁବନେଶ୍ବର ୨୩/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୫୫ ପଜିଟିଭ ସଂଖ୍ୟା ୧୦,୫୩,୫୦୪ ଚିହ୍ନଟ ହୋଇଛନ୍ତି ୧୦,୪୩,୨୧୯ ଜଣ ସୁସ୍ଥ ହୋଇଥିବା ବେଳେ ୧,୭୮୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୪୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୧,୧୨୯ ସୁସ୍ଥ ସଂଖ୍ୟା ୧,୭୮,୬୫୮ ଚିକିତ୍ସିତ ସଂଖ୍ୟା ୮୬୬, ମୃତ ସଂଖ୍ୟା ୧୫୯୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୪୯୬, ସୁସ୍ଥ ସଂଖ୍ୟା ୯୪,୪୯୫ ଚିକିତ୍ସିତ ସଂଖ୍ୟା ୧୩୯, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୭୫ ସୁସ୍ଥ ସଂଖ୍ୟା ୩୩,୪୬୭ ଚିକିତ୍ସିତ ସଂଖ୍ୟା ୧୯ ମୃତ ସଂଖ୍ୟା ।୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୩୫୧ ସୁସ୍ଥ ସଂଖ୍ୟା ୬୧,୬୭୧ ଚିକିତ୍ସିତ ସଂଖ୍ୟା ୮୪, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.