ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୪୬।

0 1,194

ଭୁବନେଶ୍ବର ୨୧/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୪୬ ପଜିଟିଭ ସଂଖ୍ୟା ୧୦,୫୩,୧୬୬ ଚିହ୍ନଟ ହୋଇଛନ୍ତି ୧୦,୪୨,୮୭୫ ଜଣ ସୁସ୍ଥ ହୋଇଥିବା ବେଳେ ୧,୭୯୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୪୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୦,୯୪୬ ସୁସ୍ଥ ସଂଖ୍ୟା ୧,୭୮,୪୯୩ ଚିକିତ୍ସିତ ସଂଖ୍ୟା ୮୪୮, ମୃତ ସଂଖ୍ୟା ୧୫୯୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୪୭୫, ସୁସ୍ଥ ସଂଖ୍ୟା ୯୪,୪୭୧ ଚିକିତ୍ସିତ ସଂଖ୍ୟା ୧୪୨, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୭୦ ସୁସ୍ଥ ସଂଖ୍ୟା ୩୩,୪୬୩ ଚିକିତ୍ସିତ ସଂଖ୍ୟା ୧୮ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୩୪୨ ସୁସ୍ଥ ସଂଖ୍ୟା ୬୧,୬୬୧ ଚିକିତ୍ସିତ ସଂଖ୍ୟା ୮୫, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.