ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୬୦।

0 1,256

ଭୁବନେଶ୍ବର ୧୨/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୬୦ ପଜିଟିଭ ସଂଖ୍ୟା ୧୦,୫୧,୫୭୪ ଚିହ୍ନଟ ହୋଇଛନ୍ତି ୧୦,୪୧,୧୩୨ ଜଣ ସୁସ୍ଥ ହୋଇଥିବା ବେଳେ ୧,୯୯୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୩୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୦,୧୩୮ ସୁସ୍ଥ ସଂଖ୍ୟା ୧,୭୭,୬୫୨ ଚିକିତ୍ସିତ ସଂଖ୍ୟା ୮୮୮, ମୃତ ସଂଖ୍ୟା ୧୫୮୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୩୪୫, ସୁସ୍ଥ ସଂଖ୍ୟା ୯୪,୩୯୪ ଚିକିତ୍ସିତ ସଂଖ୍ୟା ୮୯, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୫୦ ସୁସ୍ଥ ସଂଖ୍ୟା ୩୩,୪୪୨ ଚିକିତ୍ସିତ ସଂଖ୍ୟା ୨୯ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୨୬୧ ସୁସ୍ଥ ସଂଖ୍ୟା ୬୧,୫୬୫ ଚିକିତ୍ସିତ ସଂଖ୍ୟା ୧୦୦, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.