ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୯୫।

0 1,220

ଭୁବନେଶ୍ବର ୦୯/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୯୫ ପଜିଟିଭ ସଂଖ୍ୟା ୧୦,୫୦,୯୫୫ ଚିହ୍ନଟ ହୋଇଛନ୍ତି ୧୦,୪୦,୪୦୩ ଜଣ ସୁସ୍ଥ ହୋଇଥିବା ବେଳେ ୨,୦୭୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୨୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୯,୮୧୯ ସୁସ୍ଥ ସଂଖ୍ୟା ୧,୭୭,୩୪୫ ଚିକିତ୍ସିତ ସଂଖ୍ୟା ୮୭୮, ମୃତ ସଂଖ୍ୟା ୧୫୮୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୩୧୭, ସୁସ୍ଥ ସଂଖ୍ୟା ୯୪,୩୪୨ ଚିକିତ୍ସିତ ସଂଖ୍ୟା ୧୧୩, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୪୩ ସୁସ୍ଥ ସଂଖ୍ୟା ୩୩,୪୩୧ ଚିକିତ୍ସିତ ସଂଖ୍ୟା ୨୩ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୨୨୯ ସୁସ୍ଥ ସଂଖ୍ୟା ୬୧,୫୧୫ ଚିକିତ୍ସିତ ସଂଖ୍ୟା ୧୧୮, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.