ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୫୧।

0 1,213

ଭୁବନେଶ୍ବର ୦୭/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୫୧। ପଜିଟିଭ ସଂଖ୍ୟା ୧୦,୫୦,୫୦୫ ଚିହ୍ନଟ ହୋଇଛନ୍ତି ୧୦,୩୯,୯୨୧ ଜଣ ସୁସ୍ଥ ହୋଇଥିବା ବେଳେ ୨,୧୦୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୨୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୯,୬୧୪ ସୁସ୍ଥ ସଂଖ୍ୟା ୧,୭୭,୧୫୬ ଚିକିତ୍ସିତ ସଂଖ୍ୟା ୮୬୪, ମୃତ ସଂଖ୍ୟା ୧୫୮୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୨୯୪, ସୁସ୍ଥ ସଂଖ୍ୟା ୯୪,୩୨୧ ଚିକିତ୍ସିତ ସଂଖ୍ୟା ୧୧୨, ମୃତ ସଂଖ୍ୟା ୮୫୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୪୧ ସୁସ୍ଥ ସଂଖ୍ୟା ୩୩,୪୨୬ ଚିକିତ୍ସିତ ସଂଖ୍ୟା ୧୨ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୨୦୦ ସୁସ୍ଥ ସଂଖ୍ୟା ୬୧,୪୭୮ ଚିକିତ୍ସିତ ସଂଖ୍ୟା ୧୨୬, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।ଣ

Leave A Reply

Your email address will not be published.