ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୯୩।

0 1,183

ଭୁବନେଶ୍ବର ୦୪/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୯୩। ପଜିଟିଭ ସଂଖ୍ୟା ୧୦,୫୦,୦୬୦ ଚିହ୍ନଟ ହୋଇଛନ୍ତି ୧୦,୩୯,୨୦୪ ଜଣ ସୁସ୍ଥ ହୋଇଥିବା ବେଳେ ୨,୩୮୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୯,୪୨୦ ସୁସ୍ଥ ସଂଖ୍ୟା ୧,୭୬,୬୯୮ ଚିକିତ୍ସିତ ସଂଖ୍ୟା ୧,୦୨୯, ମୃତ ସଂଖ୍ୟା ୧୫୮୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୨୭୫, ସୁସ୍ଥ ସଂଖ୍ୟା ୯୪,୨୮୬ ଚିକିତ୍ସିତ ସଂଖ୍ୟା ୧୨୯, ମୃତ ସଂଖ୍ୟା ୮୫୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୩୧ ସୁସ୍ଥ ସଂଖ୍ୟା ୩୩,୪୧୭ ଚିକିତ୍ସିତ ସଂଖ୍ୟା ୨୫ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୧୭୨ ସୁସ୍ଥ ସଂଖ୍ୟା ୬୧,୪୪୪ ଚିକିତ୍ସିତ ସଂଖ୍ୟା ୧୩୨, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.