ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୩୭।

0 1,225

ଭୁବନେଶ୍ବର ୦୧/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୩୭। ପଜିଟିଭ ସଂଖ୍ୟା ୧୦,୪୯,୩୪୫ଚିହ୍ନଟ ହୋଇଛନ୍ତି ୧୦,୩୮,୫୦୯ ଜଣ ସୁସ୍ଥ ହୋଇଥିବା ବେଳେ ୨,୩୭୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୧୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୯,୧୦୯ ସୁସ୍ଥ ସଂଖ୍ୟା ୧,୭୬,୫୦୯ ଚିକିତ୍ସିତ ସଂଖ୍ୟା ୧,୦୧୦, ମୃତ ସଂଖ୍ୟା ୧୫୮୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୨୨୮, ସୁସ୍ଥ ସଂଖ୍ୟା ୯୪,୨୩୦ ଚିକିତ୍ସିତ ସଂଖ୍ୟା ୧୩୯, ମୃତ ସଂଖ୍ୟା ୮୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୧୮ ସୁସ୍ଥ ସଂଖ୍ୟା ୩୩,୪୦୮ ଚିକିତ୍ସିତ ସଂଖ୍ୟା ୨୧ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୧୪୭ ସୁସ୍ଥ ସଂଖ୍ୟା ୬୧,୩୯୪ ଚିକିତ୍ସିତ ସଂଖ୍ୟା ୧୫୮, ମୃତ ସଂଖ୍ୟା ୫୯୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.